ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ, ଜାନୁୟାରୀରେ ପୁଣି କ୍ଷେତ୍ର ପରିଦର୍ଶନ କରିବେ ଓଡ଼ିଶା ଏବଂ ଛତିଶଗଡ଼ ଟିମ୍

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳର ପ୍ରଥମ ପର୍ଯ୍ୟାୟ ପରିଦର୍ଶନ କରିଥିବା ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଏହା ସହ ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ ଟ୍ରିବ୍ୟୁନାଲ ଦ୍ଵିତୀୟ ପର୍ଯ୍ୟାୟ … Continue reading ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ, ଜାନୁୟାରୀରେ ପୁଣି କ୍ଷେତ୍ର ପରିଦର୍ଶନ କରିବେ ଓଡ଼ିଶା ଏବଂ ଛତିଶଗଡ଼ ଟିମ୍